ଆଦ୍ୟାଶା ନ୍ୟୁଜ୍

ସତ୍ୟର ସନ୍ଧାନରେ ପ୍ରତିଦିନ
ବିଜ୍ଞାପନ ସ୍ଥାନ
ବ୍ରେକିଂ
ଆଦ୍ୟାଶା ଗ୍ରୁପ୍

ଆଦ୍ୟାଶା ନ୍ୟୁଜ୍

ସତ୍ୟର ସନ୍ଧାନରେ ପ୍ରତିଦିନ — ଓଡ଼ିଶାର ଅଗ୍ରଣୀ ଓଡ଼ିଆ ସମ୍ବାଦପତ୍ର — ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତିକ ଖବର।

ଆଜିର ଖବର ପଢ଼ନ୍ତୁ ଇ-ପେପର
୭୩
ପ୍ରକାଶିତ ଖବର
୧୫
ବିଭାଗ
୩୩୭୦୬
ମୋଟ ପାଠକ
୩
ସାମ୍ବାଦିକ
୧
ଇ-ପେପର ସଂସ୍କରଣ

ଆମେ କ'ଣ କରୁ

ଦୈନିକ ସମ୍ବାଦ

ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରତିଦିନ ପାଠକଙ୍କ ପାଖରେ ପହଞ୍ଚାଇଥାଉ।

ଇ-ପେପର

ମୁଦ୍ରିତ ସଂସ୍କରଣର ହୁବହୁ ଡିଜିଟାଲ ପ୍ରତିଛବି, ଯେକୌଣସି ସ୍ଥାନରୁ ମାଗଣାରେ ପଢ଼ନ୍ତୁ।

ନିରପେକ୍ଷ ରିପୋର୍ଟିଂ

ପ୍ରତ୍ୟେକ ଖବର ଯାଞ୍ଚ କରାଯାଏ। କୌଣସି ପକ୍ଷପାତ ବିନା ସତ୍ୟ ପରିବେଷଣ ଆମର ପ୍ରତିବଦ୍ଧତା।

ସ୍ଥାନୀୟ ପ୍ରତିନିଧି

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ସ୍ଥାନୀୟ ସାମ୍ବାଦିକଙ୍କ ମାଧ୍ୟମରେ ତୃଣମୂଳ ସ୍ତରର ଖବର।

ସାମ୍ପ୍ରତିକ ଖବର

ସବୁ ଦେଖନ୍ତୁ →
୯ ଦିନରେ ୬୦୦ କୋଟି ପାର୍, ଜେଲର-୧ର ରେକର୍ଡ ଭାଙ୍ଗିଲା ‘ଜେଲର-୨’, ଚାରିଆଡେ ଥାଲାଇବା କ୍ରେଜମନୋରଞ୍ଜନ

୯ ଦିନରେ ୬୦୦ କୋଟି ପାର୍, ଜେଲର-୧ର ରେକର୍ଡ ଭାଙ୍ଗିଲା ‘ଜେଲର-୨’, ଚାରିଆଡେ ଥାଲାଇବା କ୍ରେଜ

ସୁପରଷ୍ଟାର ରଜନୀକାନ୍ତଙ୍କ ଜଲୱା... ବକ୍ସ ଅଫିସରେ ଧମାକା । ମାତ୍ର ୯ ଦିନରେ ୭୦୦ କୋଟି ଟଙ୍କା ପାର୍ । ପଛରେ ପଡ଼ିଲା ଫିଲ୍ମର ପ୍ରଥମ ଭାଗ ‘ଜେଲର’। ସିନେମା ହଲରେ ଫିଲ୍ମକୁ ନେଇ ଜବରଦସ୍ତ ଚର୍ଚ୍ଚା। ରଜନୀକାନ୍ତଙ୍କ ଫିଲ୍ମକୁ ନେଇ ସବୁବେଳେ ସିନେମା ଜଗତରେ ଜୋରଦାର ଚର୍ଚ୍ଚା ହୋଇଥାଏ । ଆଉ ବର୍ତ୍ତମାନ ନିଜ ଅଭିନୀତ ଫିଲ୍ମ ଜେଲର-୧ର ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଥାଲାଇବା ।

୧ ଦିନ ପୂର୍ବେ୧୨୪

ଯୋଗାଯୋଗ

ସମ୍ପାଦକୀୟ କାର୍ଯ୍ୟାଳୟ

Kalinga Vihar LIG, Kalinganagar, Bhubaneswar, Odisha 751028

ଫୋନ

+91 7008523436

ଇମେଲ

adyashaalive@gmail.com

ଆମ ଗ୍ରୁପର ଅନ୍ୟ ବ୍ୟବସାୟ ଦେଖନ୍ତୁ